ପରଲୋକରେ ରାଜନେତା ରାମକୃଷ୍ଣ ପଟ୍ଟନାୟକ!

ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ସକାଳ ସମୟରେ ପରଲୋକ ହେଇଯାଇଛି।